Telegram Web Link
bootg.com
»
United States
»
Kanak News Official
» Telegram Web
Kanak News Official
https://kanaknews.com/news/delhi-aiims-doctor-says-victims-condition-is-critical-9516999
Kanak
ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ
ନ୍ୟୁଜ୍ Kanak
Kanak News Official
https://kanaknews.com/news/common-seasonal-skin-infections-during-monsoon-tips-and-tricks-to-prevent-them-told-by-doctor-know-about-them-9520171
Kanak
ମୌସୁମୀ ଓ ଚର୍ମ ସଂକ୍ରମଣ
ବାୟୁମଣ୍ଡଳରେ ଥିବା ଅତ୍ୟଧିକ ଆର୍ଦ୍ରତା ଏବଂ ଓଦା ପୋଷାକ ବ୍ୟାକ୍ଟେରିଆ ଓ ଫଙ୍ଗସ୍ଙ୍କ ବଂଶବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇଥାଏ । ଉପଯୁକ୍ତ ଯତ୍ନ ବିନା, ଏହି ଋତୁକାଳୀନ କାରଣଗୁଡ଼ିକ ସଂକ୍ରମଣ ବୃଦ୍ଧିର କାରଣ ହୋଇପାରେ ।
Kanak News Official
https://kanaknews.com/news/luxury-car-thief-who-sold-100-cars-and-lived-lavishly-arrested-in-chennai-9520068
Kanak
ଏମବିଏ ଗ୍ରାଜୁଏଟ୍ ଚୋର : ୨୦ ବର୍ଷରେ ୧୦୦ ରୁ ଅଧିକ ଦାମୀ କାର୍ ଚୋରି କରି କରୁଥିଲା ବିକ୍ରି
ଗୋଟିଏ ସ୍ଥାନରୁ ନୁହେଁ ଭିନ୍ନ ଭିନ୍ନ ଜାଗାରୁ କାର୍ ଚୋରି କରୁଥିଲା। ତାମିଲନାଡୁ , କର୍ଣ୍ଣାଟକ , ଆନ୍ଧ୍ରପ୍ରଦେଶ , ପୁଡୁଚୋରୀ ଭଳି ଅନେକ ରାଜ୍ୟରୁ ଦାମୀ ଗାଡ଼ି ଚୋରି କରି ରାଜସ୍ଥାନ ଏବଂ ନେପାଳରେ ବିକୁଥିଲା ଏହି ଚୋର ।
Kanak News Official
https://kanaknews.com/news/supply-ministers-big-move-petrol-can-now-be-given-in-glass-bottles-not-plastic-9520447
Kanak
ପ୍ଲାଷ୍ଟିକ୍ ନୁହେଁ କାଚ ବୋତଲରେ ମିଳିବ ତେଲ
ନ୍ୟୁଜ୍ Kanak
Kanak News Official
https://kanaknews.com/special-report/earthquake-swarms-in-2025-is-a-major-disaster-looming-over-india-9519292
Kanak
୨୦୨୫ ରେ ବାରମ୍ବାର ହେଉଛି ଭୂମିକମ୍ପ : ଆସୁଛି କି ବଡ଼ ବିପଦ ? କ’ଣ କହୁଛନ୍ତି ବୈଜ୍ଞାନିକ ?
ବିମାନ ଦୁର୍ଘଟଣାରୁ ନେଇ ବିସ୍ଫୋରଣ ଏବଂ ଲଗାତାର ଭୂମିକମ୍ପ ଭଳି ସମସ୍ୟା ଦେଖୁଛି ଭାରତ । ଗତ କିଛି ଦିନ ହେଲା ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଲଗାତାର ଭୂମିକମ୍ପର ଝଟକା ଲାଗୁଥିବାର ଖବର ସାମ୍ନାକୁ ଆସୁଛି ।
Kanak News Official
https://kanaknews.com/news/have-you-updated-your-childs-aadhaar-yet-now-it-can-be-done-at-school-9520203
Kanak
ସ୍କୁଲରେ ହେବ ପିଲାଙ୍କ ଆଧାର ଅପଡେଟ୍!
୫ରୁ ୭ ବର୍ଷ ବୟସର ପିଲାମାନଙ୍କ ପାଇଁ ବାଲ୍ ଆଧାରର ବାୟୋମେଟ୍ରିକ୍ସ ଅପଡେଟ୍ କରିବା ବାଧ୍ୟତାମୂଳକ, ନଚେତ୍ ଏହା ଡିଆକ୍ଟିଭ୍ ହୋଇଯିବ ।
Kanak News Official
https://kanaknews.com/news/upi-is-free-yet-how-did-google-pay-and-phonepe-earn-rs-5065-crore-know-their-business-model-9520294
Kanak
ମାଗଣା ସେବା କିନ୍ତୁ ଲାଭ ୫ ହଜାର କୋଟି
ନ୍ୟୁଜ୍ Kanak
Kanak News Official
https://kanaknews.com/news/vice-president-jagdeep-dhankhar-resigned-citing-health-as-the-reason-9521189
Kanak
ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼
ନ୍ୟୁଜ୍ Kanak
Kanak News Official
https://kanaknews.com/entertainment/sonu-sood-foundation-supports-education-of-100-underprivileged-children-in-dewas-9519661
Kanak
ସଲାମ୍ ତୁମକୁ ସୋନୁ : ୧୦୦ ଗରିବ ପିଲାଙ୍କ ସ୍ବପ୍ନ ପୂରଣ କରିବେ ସୋନୁ ସୁଦ୍
ସୋନୁ ସୁଦ୍ ଫାଉଣ୍ଡେସନ୍ ପକ୍ଷରୁ ଦେବାଶ ଜିଲ୍ଲାର ୧୦୦ ଜଣ ଅବହେଳିତ ଏବଂ ଗରିବ ପିଲାଙ୍କୁ ଶିକ୍ଷା ଦେବାର ଦାୟିତ୍ବ ନେଇଛନ୍ତି ଅଭିନେତା ସୋନୁ । ଏହି ନୂଆ ଅଭିଯାନର ନାଁ ସେ ‘ଶିକ୍ଷାଦାନ’ ରଖିଛନ୍ତି ।
Kanak News Official
https://youtu.be/-n7xqbWLw2U
YouTube
Special Report: Who is Anshul Kamboj? India’s Injury Woes Mount, New Hope May Debut | IND Vs ENG
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology…
Kanak News Official
https://kanaknews.com/news/unsafe-odisha-news-of-rape-violence-against-women-is-coming-to-light-every-day-9522729
Kanak
ବଢୁଛି ଅପରାଧ, ଅସୁରକ୍ଷିତ ଓଡ଼ିଶା
ନ୍ୟୁଜ୍ Kanak
Kanak News Official
https://kanaknews.com/news/ias-reshuffele-in-odisha-9525230
Kanak
IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ କମିସନର, ବଦଳିଲେ ଜିଲ୍ଲାପାଳ
ଅମ୍ରିତ ଋତୁରାଜ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଭାସ୍କର ଜ୍ୟୋତି ଶର୍ମା ଅବକାରୀ ସଚବ ଦାୟିତ୍ୱ ନେବେ । ସିଏମ୍ସି କମିସନର ବି ବଦଳିଲେ । ହେମନ୍ତ ଶର୍ମାଙ୍କୁ ମିଳିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱ । ମୋଟ ୪୯ ଆଇଏଏସ୍ ଅଧିକାରୀ ବଦଳିଛନ୍ତି ।
Kanak News Official
https://kanaknews.com/news/tanushree-dutta-cries-badly-in-shocking-video-says-i-am-being-harassed-at-home-9526115
Kanak
ଘରେ ଦିଆଯାଉଛି ନିର୍ଯାତନା
ନ୍ୟୁଜ୍ Kanak
Kanak News Official
https://kanaknews.com/news/hyderabad-two-bits-students-developed-kamikaze-drones-in-hostel-room-army-gives-order-know-its-features-9526642
Kanak
ଦୁଇ ଛାତ୍ରଙ୍କ କମାଲ; ତିଆରି କଲେ ଯୁଦ୍ଧ ଡ୍ରୋନ୍
ଦୁଇ ଛାତ୍ର ନିଜର ଷ୍ଟାର୍ଟଅପ୍ ମାଧ୍ୟମରେ ,ରହୁଥିବା ହଷ୍ଟେଲ ଭିତରେ କାମିକାଜି ଡ୍ରୋନ୍ ଅର୍ଥାତ୍ ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କରିଛନ୍ତି । ଏହି ଡ୍ରୋନ୍ର ଗୁଣବତ୍ତା ଏତେ ଉନ୍ନତମାନର ଯେ ଭାରତୀୟ ସେନା ଏହାକୁ କିଣିନେଇଛି ।
Kanak News Official
https://kanaknews.com/news/breathing-life-into-a-dead-river-in-odisha-9526539
Kanak
ଜୀବନ୍ୟାସ ପାଇଲା ଅସ୍ତିତ୍ବ ହରାଉଥିବା ଓଡ଼ିଶାର ଏକ ନଦୀ : ଖୋଳା ହେଲା ମୁହାଣ , ଆଜି ‘ସୁକ ପାଇକା’ କୁ ଛଡ଼ାଯିବ ମହାନଦୀର ପାଣି
‘ସୁକ ପାଇକା’ର ପୁନରୁଦ୍ଧାର ପାଇଁ ୪୯.୬୭୧୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ନଦୀ ପୁନରୁଦ୍ଧାର ପାଇଁ ୨୦୨୦, ଜାନୁଆରି ୧୮ ତାରିଖରେ ଜଳସମ୍ପଦ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ପରିଦର୍ଶନ କରାଯାଇ ଏହାକୁ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା ।
Kanak News Official
https://kanaknews.com/news/nisar-satellite-of-nasa-and-isro-to-be-launched-on-july-30-from-sriharikota-9528090
Kanak
ଲଞ୍ଚ୍ ହେବ ନୂଆ ସାଟେଲାଇଟ୍
ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯାତ୍ରା ପରେ, ଭାରତ ୧୩ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି ।
Kanak News Official
https://kanaknews.com/entertainment/south-actor-pay-well-for-cinema-but-what-about-actress-9527836
Kanak
କୋଟି କୋଟି ରୋଜଗାର କରନ୍ତି ସାଉଥ୍ ଅଭିନେତା , ହେଲେ ସମୁଦ୍ରକୁ ଶଙ୍ଖେ ଭଳି ପାଆନ୍ତି ଅଭିନେତ୍ରୀ ଓ ଖଳନାୟକ
ଟଲିଉଡର ଗୀତ , ଡ୍ୟାନ୍ସ , ଆକ୍ସନ୍ , ଭିନ୍ନ ଭିନ୍ନ କାହାଣୀ ଦର୍ଶକଙ୍କୁ ଭିନ୍ନ ଏକ ଅନୁଭୁତି ଦେଇଥାଏ । ଯାହା ସିନେପ୍ରେମୀଙ୍କୁ ମନୋରଞ୍ଜନ କରିବାରେ ଆଦୌ ଊଣା କରିନଥାଏ ।
Kanak News Official
https://kanaknews.com/politics/vice-president-resigns-more-political-buzz-than-concern-over-dhankhars-health-9527981
Kanak
ଦେହ କଥା ପଛ, ରାଜନୀତି ଆଗ
Kanak News Official
https://kanaknews.com/lifestyle/how-to-lighten-dark-hands-and-feets-at-home-9529772
Kanak
କଳା ପଡୁଛି କି ହାତ ଏବଂ ପାଦ ? ଆପଣାନ୍ତୁ ଏହି ସବୁ ଟିପ୍ସ , ଦୂରେଇବ ସମସ୍ୟା
ବେଳେବେଳେ ଚର୍ମ ସୂର୍ଯ୍ୟଙ୍କ କଠୋର କିରଣରୁ ନିଜକୁ ରକ୍ଷା କରିବା ପାଇଁ ମେଲାନିନ୍ ଉତ୍ପାଦନ କରିଥାଏ ଏବଂ ଅଧିକ ମେଲାନିନ୍ ଅର୍ଥ ଚର୍ମର ରଙ୍ଗ ଗାଢ଼ ହେବା । ଯଦି ଆପଣ ଆପଣଙ୍କର ଏହି କଳା ହାତର ରଙ୍ଗକୁ ହାଲୁକା କରିବାକୁ ଚାହାନ୍ତି, ତେବେ ଏସବୁ ଟିପ୍ସ ଆପଣାଇ ପାରିବେ ।
Kanak News Official
https://kanaknews.com/news/ramcharitmanas-recommended-in-police-training-ips-officer-explains-why-9530454
Kanak
ପୁଲିସ୍ ଟ୍ରେନିଂରେ ରାମାୟଣ ପାଠ
ବରିଷ୍ଠ ଆଇପିଏସ୍ ତଥା ଏଡିଜି ରାଜାବାବୁ ସିଂହ କନଷ୍ଟେବଳମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ପ୍ରତିଦିନ ଶୋଇବା ପୂର୍ବରୁ ରାମଚରିତମାନସ ପାଠ କରନ୍ତୁ । କାରଣ...
2025/10/22 20:45:48
Back to Top
HTML Embed Code:
TW
HK
DE
US
CA
RU
NO
CN
UA
SG
YE
IN
SA
FR
IQ
UK
EG