https://kanaknews.com/news/family-members-cross-water-with-their-newborn-baby-in-their-hands-9623915
Kanak
ବନ୍ୟା ଭିତରେ ବାହୁବଳୀ ବାପା
ଚାରିଆଡ଼େ ବନ୍ୟା ପାଣି । ଏମିତି ପାଣି ଯେ ବେକ ପାଖକୁ ଲାଗିଛି । ତା ଭିତରେ ନିଜ ନବଜାତ ପୁତ୍ରକୁ ନେଇ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଦମ୍ପତ୍ତି । କୁନି ପୁଅକୁ ସୁରକ୍ଷିତ ରଖିବାକୁ ବାପା ତାକୁ ହାତରେ ଉପରକୁ ଟେକି ଧରିଛନ୍ତି । ଯେମିତି ସତକୁ ସତ ବାହୁବଳୀ ଦୃଶ୍ୟ ଆଖି ଆଗରେ ଘଟୁଛି ।