Telegram Web Link
bootg.com
»
United States
»
Kanak News Official
» Telegram Web
Kanak News Official
https://kanaknews.com/news/low-pressure-over-north-bay-of-bengal-intensifies-heavy-rainfall-alert-issued-for-odisha-9533651
Kanak
ଆଜି ଦୁଇ ଜିଲ୍ଲାକୁ ରେଡ୍ ଆଲର୍ଟ
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ଆଜି ଦୁଇ ଜିଲ୍ଲାକୁ ରେଡ୍ ଆଲର୍ଟ । କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା । ଅନ୍ୟ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୨୮ ଯାଏଁ ଲାଗିରହିବ ବର୍ଷା ।
Kanak News Official
https://youtu.be/G4siUcZ7bOs
YouTube
Spl Rpt: Why Is Sreesanth’s Daughter Not Speaking With Bhajji? | The Untold Story Behind The Rift
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology…
Kanak News Official
https://youtu.be/sC3Yx5eQJRY
YouTube
Special Report: Cardiac Arrest Cases Surge In India | 50% Rise In Heart Medicine Sales Over 5 Yrs
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology…
Kanak News Official
https://kanaknews.com/news/cds-gen-chauhan-operation-sindoor-continues-our-preparedness-level-very-high-365-days-24-hours-9535788
Kanak
ଅପରେସନ୍ ସିନ୍ଦୁର ଏବେ ବି ଜାରି
ନ୍ୟୁଜ୍ Kanak
Kanak News Official
https://kanaknews.com/news/online-shopping-convenient-but-potentially-harmful-to-health-studies-warn-9533849
Kanak
ଅନ୍ଲାଇନ୍ ସପିଂ ଆଣୁଛି ଅବସାଦ
ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।
Kanak News Official
https://kanaknews.com/politics/no-confidence-politics-heat-up-in-odisha-pcc-chiefs-call-trigger-bjp-backlash-details-9535785
Kanak
ଅନାସ୍ଥା କଥା ଉଠିଲା କାହିଁକି ?
Kanak News Official
https://kanaknews.com/crime/couldnt-be-with-the-one-they-loved-poisoned-the-family-9537015
Kanak
ପ୍ରେମ ପାଇଁ ବିଷ
Kanak News Official
https://kanaknews.com/sports/root-inches-closer-to-tendulkars-record-test-tally-9537864
Kanak
ସଚିନଙ୍କ ପଛରେ ପହଞ୍ଚିଲେ ରୁଟ୍।
Kanak News Official
https://kanaknews.com/news/lessons-from-kargil-war-9538878
Kanak
କାର୍ଗିଲ୍ରୁ ଶିଖିଲେ କ’ଣ ?
କାରଗିଲ୍ ଯୁଦ୍ଧ କେବଳ ଏକ ସାମରିକ ବିଜୟ ନଥିଲା, ଏହା ଭାରତର ପ୍ରତିରକ୍ଷା ନୀତି, କୂଟନୀତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା । ଏହି ଯୁଦ୍ଧ ଭାରତକୁ ବହୁତ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଥିଲା ।
Kanak News Official
https://kanaknews.com/news/paul-biya-cameroon-president-age-of-92-years-will-fight-election-2025-9539495
Kanak
ବିଶ୍ୱର ସବୁଠାରୁ ବୟସ୍କ ରାଷ୍ଟ୍ରପତି
ନ୍ୟୁଜ୍ Kanak
Kanak News Official
https://kanaknews.com/news/operation-sindoor-to-join-school-curriculum-students-to-learn-of-indian-armys-valor-9542210
Kanak
ପିଲା ବହିରେ ପଢ଼ିବେ 'ଅପରେସନ୍ ସିନ୍ଦୂର' କାହାଣୀ
ଭାରତୀୟ ସେନା ଦ୍ୱାରା କରାଯାଇଥିବା ଐତିହାସିକ "ଅପରେସନ୍ ସିନ୍ଦୂର"ର ଶୌର୍ଯ୍ୟଗାଥାକୁ ଏଣିକି ଉଚ୍ଚ ମାଧ୍ୟମିକ ସ୍ତରର ପାଠ୍ୟକ୍ରମରେ ସାମିଲ କରାଯିବ । ଏହି ନିଷ୍ପତ୍ତି ପରେ ଦେଶର ଛାତ୍ରଛାତ୍ରୀମାନେ ନିଜ ପାଠ୍ୟପୁସ୍ତକ ମାଧ୍ୟମରେ ସେନାର ଏହି ଗୌରବମୟ ଅଧ୍ୟାୟ ବିଷୟରେ ଜାଣିବାର ସୁଯୋଗ ପାଇବେ ।
Kanak News Official
https://kanaknews.com/news/plan-to-remove-sanskrit-from-high-school-curriculum-opposed-by-public-alongside-sanskrit-teachers-association-9538593
Kanak
ହାଇସ୍କୁଲ୍ ପାଠ୍ୟକ୍ରମରୁ ହଟିବ ସଂସ୍କୃତ ଭାଷା
Kanak News Official
https://kanaknews.com/news/third-monday-of-shravan-crowds-at-river-ghats-pilgrimage-sites-to-draw-water-9543506
Kanak
ଶ୍ରାବଣ ତୃତୀୟ ସୋମବାର
Kanak News Official
https://kanaknews.com/news/actors-response-marriage-is-now-a-cause-of-death-9543637
Kanak
ଅଭିନେତାଙ୍କ ପ୍ରତିକ୍ରିୟା : ବିବାହ ଏବେ ମୃତ୍ୟୁର କାରଣ !
ପରଷ୍ଟାର ସଲମାନ ଖାନଙ୍କ ସୋ’ 'ବିଗ୍ ବସ୍ ୧୬' ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଶିବ ଠାକରେଙ୍କ ପ୍ରେମ ଜୀବନକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଚାଲିଛି
Kanak News Official
https://kanaknews.com/news/new-upi-rules-coming-into-effect-from-august-1-2025-9586447
Kanak
UPI ନିୟମରେ ବଡ଼ ପରିବର୍ତ୍ତନ !
୨୦୧୪ରେ ମୋଦୀ ସରକାର ଆସିବା ଗତ ୨୦୧୬ରେ ୟୁପିଆଇର ଶୁଭାରମ୍ଭ ହୋଇଥିଲା । ଏହା ଆଜିର ଡିଜିଟାଲ୍ ଯୁଗ ପାଇଁ ଏହା କୌଣସି ମାଷ୍ଟରଷ୍ଟ୍ରୋକ୍ରୁ କମ୍ ନୁହେଁ । ଭାରତରେ ୟୁପିଆଇ ଆପ୍ର ସବୁଠାରୁ ବଡ଼ ୟୁଜରବେସ୍ ରହିଛି । ପ୍ରତିଦିନ ଦେଶରେ ୬ ବିଲିୟନରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥାଏ ।
Kanak News Official
https://kanaknews.com/news/india-first-private-ai-university-launched-in-up-training-will-be-provided-to-youth-teachers-village-head-government-employees-and-farmers-9584926
Kanak
AI ଜ୍ଞାନରେ ସଶକ୍ତ ହେବେ କୃଷକ ଓ ଶିକ୍ଷକ
ଏଣିକି ଶିକ୍ଷା ଦାନ ଏବଂ କୃଷିକାର୍ଯ୍ୟ ହେବ ଆହୁରି ସହଜ , ଖୋଲିଲା AI ବିଶ୍ୱବିଦ୍ୟାଳୟ । ଏହିମାନଙ୍କୁ ଦିଆଯିବ ପ୍ରଶିକ୍ଷଣ...
Kanak News Official
https://kanaknews.com/world-and-nation/is-ai-good-as-a-doctor-if-you-ask-health-related-question-be-aware-read-study-ntcpmm-9586392
Kanak
ଚିକିତ୍ସା କରିବ AI ?
Kanak News Official
https://kanaknews.com/news/shiva-as-mahadev-meaning-significance-and-operation-mahadev-explained-9586886
Kanak
Operation Mahadev : କାହିଁକି ସଂହାରକର୍ତ୍ତା ଶିବଙ୍କୁ କୁହାଯାଏ ‘ମହାଦେବ’ ? ସେନା କାହିଁକି ଅପରେସନର ନାଁ ମହାଦେବ ରଖିଲା ?
ଭଗବାନ ଶିବଙ୍କୁ ମହାଦେବ ଏଥିପାଇଁ କୁହାଯାଏ କାରଣ ସେ ହିନ୍ଦୁଧର୍ମରେ ଦେବତାଙ୍କ ସର୍ବୋଚ୍ଚ ସ୍ଥାନରେ ବିଦ୍ୟମାନ । ସଦାଶିବଙ୍କୁ ସୃଷ୍ଟିକର୍ତ୍ତା ବ୍ରହ୍ମା , ପାଳନକର୍ତ୍ତା ବିଷ୍ଣୁଙ୍କଠାରୁ ମଧ୍ୟ ସର୍ବୋଚ୍ଚର ସ୍ଥାନ ଦିଆଯାଇଛି ।
Kanak News Official
https://kanaknews.com/news/divya-deshmukh-is-the-new-chess-champion-9586663
Kanak
ଦିବ୍ୟା ଦେଶମୁଖ ବିଶ୍ୱ ଚେସ୍ ଚାମ୍ପିୟନ୍
ନ୍ୟୁଜ୍ Kanak
Kanak News Official
https://kanaknews.com/crime/dog-babu-son-of-kutta-babu-gets-key-bihar-certificate-amid-voter-roll-row-9587756
Kanak
କୁକୁର ନାଁରେ ଆବାସିକ ପ୍ରମାଣପତ୍ର
2025/10/21 16:32:20
Back to Top
HTML Embed Code:
TW
HK
DE
US
CA
RU
NO
CN
UA
SG
YE
IN
SA
FR
IQ
UK
EG