https://kanaknews.com/news/new-trend-powder-on-bald-head-has-more-than-9-million-views-watch-9607196
Kanak
ଗଲା ହଳଦୀଗୁଣ୍ଡ ଟ୍ରେଣ୍ଡ୍ ଏବେ ଲଣ୍ଡା ମୁଣ୍ଡରେ ଉଡୁଛି ପାଉଡର୍ ! ୯ କୋଟି ୟୁଜର୍ସଙ୍କ ପସନ୍ଦ ହେଲାଣି ଟ୍ରେଣ୍ଡ୍ ଭିଡିଓ
ପିଲାଠୁ ବୟସ୍କ ଯାହାକୁ ଦେଖ ପାଣିରେ ହଳଦୀଗୁଣ୍ଡ ପକାଇ ବଲିଉଡ୍ ଗୀତର ବିଜିଏମରେ ରିଲ୍ କରୁଥିଲେ । କିନ୍ତୁ ସବୁର ଏକ ନିର୍ଦ୍ଧିଷ୍ଟ ସମୟ ଥିବା ପରି ଏହି ଟ୍ରେଣ୍ଡର ମଧ୍ୟ ସମୟ ସରିଥିଲା ହେଲେ ଏବେ ଏହାର ଅପଡେଟ୍ ଭର୍ସନ୍ ସୋସିଆଲ୍ ମିଡିଆ ବଜାରରେ ଆସିଯାଇଛି ।