Telegram Web Link
bootg.com
»
United States
»
Kanak News Official
» Telegram Web
Kanak News Official
https://kanaknews.com/special-report/ambani-family-bows-before-madhuri-bantara-issues-clarification-after-controversy-escalates-9637385
Kanak
‘ମାଧୁରୀ’ ଫେରିବ ମଠକୁ...
Kanak News Official
https://kanaknews.com/news/kuldhara-is-an-abandoned-village-in-the-jaisalmer-district-of-rajasthan-i-9637415
Kanak
ଭାରତର ରହସ୍ୟମୟ ଗାଁ
ନ୍ୟୁଜ୍ Kanak
Kanak News Official
https://kanaknews.com/world-and-nation/took-oath-inside-parliament-rahul-gandhi-responds-to-ecs-sign-affidavit-dare-demands-full-e-voter-data-9639460
Kanak
ମୁଁ ସଂସଦରେ ଦେଇଛି ସତ୍ୟପାଠ
Kanak News Official
https://kanaknews.com/special-report/odisha-sees-rise-in-malaria-cases-has-the-government-learned-nothing-from-daman-9639157
Kanak
‘ଦମନ’ରୁ କିଛି ଶିଖିପାରିଲେନି?
Kanak News Official
https://kanaknews.com/crime/they-have-beaten-the-girl-her-father-mother-9639634
Kanak
‘ଝିଅକୁ ମାରିଛନ୍ତି ତା’ ବାପା-ମାଆ’
ତେରୋହୀ ଗାଁରୁ ଗିରଫ ହୋଇଥିବା ଯୁବକଙ୍କ ବାପା ଓ ମା’ ପ୍ରତିକ୍ରିୟା ରଖିଛନ୍ତି । ଉଭୟଙ୍କ ପ୍ରେମ ସମ୍ପର୍କ ନେଇ କୌଣସି କଥା ଜାଣିନଥିବା କହିଛନ୍ତି । ଘଟଣା ଘଟିବା ପରେ ଥାନାକୁ ବି ଝିଅ ପରିବାର ଯାଇଛନ୍ତି ।
Kanak News Official
https://kanaknews.com/world-and-nation/rahul-gandhi-hosts-india-bloc-dinner-which-leaders-attended-the-meeting-9639770
Kanak
ରାତି ଭୋଜନରେ ରାଜନୀତି
Kanak News Official
https://kanaknews.com/news/attack-on-kapil-sharma-s-cafe-by-the-bishnoi-gang-9640858
Kanak
ଟାର୍ଗେଟ୍ରେ କପିଲ ଶର୍ମା
ପୁଣି ସକ୍ରିୟ ବିଷ୍ଣୋଇ ଗ୍ୟାଙ୍ଗ । ପୁଣି ଥରେ ଖୋଲାଖୋଲି ଧମକ ପୁଣି ଗୁଳିମାଡ଼ । କମେଡି କଳାକାର କପିଲ ଶର୍ମାଙ୍କ କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି ।
Kanak News Official
https://kanaknews.com/news/kanak-news-gets-chargesheet-in-gopalpur-gang-rape-case-9640667
Kanak
କ’ଣ ଥିଲା ଗୋପାଳପୁରର କଳାକାହାଣୀ..
ନ୍ୟୁଜ୍ Kanak
Kanak News Official
https://kanaknews.com/news/madhuri-odisha-handloom-brand-ambassador-why-not-an-ollywood-9639575
Kanak
ମାଧୁରୀ ହେଲେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍; କାହିଁକି ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେନି ଓଲିଉଡ୍ ହିରୋଇନ୍?
ଓଡ଼ିଆ ଅସ୍ମିତାର କଥା କହି, ସରକାରକୁ ଆସିଛି ବିଜେପି । ହେଲେ ଏବେ ଅଲୋଡ଼ା ହୋଇଛନ୍ତି ଖୋଦ୍ ଓଡ଼ିଆ । ଗୁରୁବାର ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ।
Kanak News Official
https://kanaknews.com/news/subhadra-money-arrives-today-9641561
Kanak
ଆଜି ଆସିବ ସୁଭଦ୍ରା ଟଙ୍କା : ଜୟପୁରରେ ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି ଆସିବ ସୁଭଦ୍ରା ତୃତୀୟ କିସ୍ତି । ଏକକାଳୀନ ୧ କୋଟି ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା ।
Kanak News Official
https://kanaknews.com/news/pottamundai-student-suicide-case-filed-on-fathers-complaint-male-friend-booked-under-serious-charges-9644407
Kanak
ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗିନ ଦଫା
ନ୍ୟୁଜ୍ Kanak
Kanak News Official
https://kanaknews.com/news/rainfall-expected-in-various-parts-of-the-state-from-the-12th-due-to-its-impact-9644384
Kanak
ଆସନ୍ତା ୧୩ ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ : ପ୍ରଭାବରେ ୧୨ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି । ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି ଏହି ଘୂର୍ଣ୍ଣିବଳୟ କ୍ଷେତ୍ର ।
Kanak News Official
https://kanaknews.com/news/independence-day-2025-lokmanya-tilak-a-revolutionary-thinker-and-pioneer-of-indias-freedom-and-swaraj-9646063
Kanak
ଲୋକମାନ୍ୟ ବାଳ ଗଙ୍ଗାଧର ତିଲକ
ବାଳ ଗଙ୍ଗାଧର ତିଲକଙ୍କ ସମଗ୍ର ଜୀବନ ହିଁ ସାହସ ଏବଂ ଦୃଢ଼ ସଂକଳ୍ପର ଏକ ଉଦାହରଣ । ସେ "ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର"ର ନାରା ଦେଇ ଦୁନିଆ ସାମ୍ନାରେ ବଳିଷ୍ଠ ସ୍ୱର ଉତ୍ତୋଳନ କରିଥିଲେ, ଯାହା ତାଙ୍କର ସାହସ ଓ ସଂକଳ୍ପକୁ ଦର୍ଶାଇଥାଏ ।
Kanak News Official
https://kanaknews.com/crime/another-girl-has-drowned-9647193
Kanak
ଜଳିଗଲେ ଆଉ ଜଣେ ନାବାଳିକା
ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ଶରୀରର ଏତେ ଅଂଶ ପୋଡ଼ିଯାଇଛି ଯେ, ଟିଭି ସ୍କ୍ରିନରେ ଦେଖାଇବା ସମ୍ଭବ ନୁହେଁ ।
Kanak News Official
https://kanaknews.com/news/36-billion-times-the-size-of-sun-biggest-black-hole-ever-discovered-9647341
Kanak
ମିଳିଲା ବ୍ରହ୍ମାଣ୍ଡର ସବୁଠୁ ବଡ଼ ବ୍ଲାକ୍ ହୋଲ୍ ; ସୂର୍ଯ୍ୟଠାରୁ ୩୬ ଅରବ ଗୁଣା ବଡ଼
ଏହି ବ୍ଲାକ ହୋଲ୍ କସ୍ମିକ୍ ଟାଇଟନ୍ ନାମକ ଏକ ଗ୍ୟାଲେକ୍ସିରେ ରହିଛି । ଯାହାକି ନିଜର ଜବରଦସ୍ତ ମାଧ୍ୟାକର୍ଷଣ ବଳ ପାଇଁ ବେଶ ପରିଚିତ । ଏମିତି ଏହା ମଧ୍ୟ ଦେଇ ଆଲୋକ ମଧ୍ୟ ଗତିପାରିନଥାଏ । ତେବେ ବ୍ରିଟେନର ୟୁନିଭର୍ସିଟି ଅଫ୍ ପୋର୍ଟ୍ସମାଉଥର ଜଣେ ବୈଜ୍ଞାନିକ ଥୋମାସ୍ କୋଲେଟ ଏବଂ ତାଙ୍କ ଟିମ୍ ସର୍ବପ୍ରଥମେ…
Kanak News Official
https://kanaknews.com/war-update/asim-munir-threatens-india-for-nuclear-war-9647897
Kanak
ପାକିସ୍ତାନ ଡୁବିଲେ, ଅଧା ବିଶ୍ବ ଡୁବିବ
'ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁଛୁ ଯେ ଆମେ ହାରୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ ।' ଏହା ପ୍ରଥମ ଥର ଘଟାଛି, ଯେ ଆମେରିକା ମାଟିରେ ଏପରି ପରମାଣୁ ବିପଦ ଦେଖା ଦେଇଛି ।
Kanak News Official
https://kanaknews.com/news/pakistan-tradition-donkey-race-images-9647842
Kanak
ପାକିସ୍ତାନରେ ଗଧ ଦୌଡ଼ ପ୍ରତିଯୋଗିତା
ପାକିସ୍ତାନର ବହୁଳ ଜନସଂଖ୍ୟା ଗଧମାନଙ୍କଠାରୁ ହେଉଥିବା ଆୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କ ପାଇଁ ଗଧ ପାଳିବା ଏକ ପ୍ରକାରର ପରମ୍ପରା । ଏଠାରେ ଗଧମାନଙ୍କୁ ଯାତାୟତ ପାଇଁ ମଧ୍ୟ ବ୍ୟବହାର କରାଯାଏ ।
Kanak News Official
https://kanaknews.com/news/paika-rebellion-under-the-leadership-of-bakshi-jagabandhu-9649052
Kanak
Independence Day Special : କାହାଣୀ ପାଇକ ମହାନାୟକ ବକ୍ସି ଜଗବନ୍ଧୁଙ୍କର .. ଯାହାଙ୍କୁ ଦେଖି ଥରୁଥିଲେ ଗୋରା ସରକାର
କଥାରେ ଅଛି ପରାକ୍ରମୀ ଯୋଦ୍ଧା ପାଇକ ତେଣୁ ସହଜରେ ସେମାନେ ପରାଜୟ ବରଣ କରି ନଥିଲେ । ପ୍ରତିକୂଳ ପରିସ୍ଥିତିରେ ୧୦ ମାସ ଧରି ସେମାନେ ଏହି ବିଦ୍ରୋହକୁ ଉଜ୍ଜୀବିତ କରି ରଖିପାରିଥିଲେ । କିନ୍ତୁ ଶେଷରେ ପରାଜୟ ବରଣ କରିବାକୁ ପଡ଼ିଥିଲା ।
Kanak News Official
https://kanaknews.com/news/the-youngest-indian-freedom-fighter-and-martyr-baji-rout-9649327
Kanak
Independence Day Special : ଆଜି ବି ମନେ ପଡ଼ନ୍ତି ବାଜି .. କୁନି ପିଲାଟେ ହେଲେ ମାଟି ମା’ ପାଇଁ ହସି ହସି ଖାଇଥିଲେ ଗୁଳି
ବୀର ସାହସୀ ପରି ଛାତିରେ ଖାଇଥିଲା ଗୁଳି ଆଉ ମାଟି ମା’ ପାଇଁ ଦେଇଥିଲା ବଳିଦାନ ଆଉ ପାଲଟି ଯାଇଥିଲା ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ । ଯାହାଙ୍କୁ ଆଜି ବି ଝୁରେ ଉତ୍କଳ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।
Kanak News Official
https://kanaknews.com/news/let-the-feeling-of-patriotism-be-awakened-among-children-9649049
Kanak
କୁନି ହୃଦୟରେ ଭରନ୍ତୁ ଦେଶ ପ୍ରେମ
କୁନି କୁନି ପିଲାମାନେ ଓଦା ମାଟି ସଦୃଶ, ଯାହାକୁ ଯେଉଁଭଳି ଗଢ଼ାଯାଏ, ସେ ସେହିଭଳି ଆକାର ନିଏ । ତେଣୁ ପିଲାଦିନରୁ ସେମାନଙ୍କ ମନରେ ଦେଶପ୍ରେମର ମଞ୍ଜି ବୁଣିବା ପ୍ରତ୍ୟେକ ଅଭିଭାବକ, ଶିକ୍ଷକ ଏବଂ ସମାଜର ପରମ କର୍ତ୍ତବ୍ୟ ।
2025/10/18 17:01:48
Back to Top
HTML Embed Code:
TW
HK
DE
US
CA
RU
NO
CN
UA
SG
YE
IN
SA
FR
IQ
UK
EG