https://kanaknews.com/news/wedding-bells-at-the-police-station-families-approve-couples-love-9651240
Kanak
ଥାନାରେ ପଡ଼ିଲା ହାତଗଣ୍ଠି : ପୁଅ-ଝିଅଙ୍କ ପ୍ରେମକୁ ସହମତି ଦେଲେ ପରିବାର
ପ୍ରଥମେ ବନ୍ଧୁତା ଓ ପରେ ସେମାନେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ । ହେଲେ ତାଙ୍କ ପରିବାର ଲୋକେ ଏ ବିଷୟରେ ଜାଣିନଥିଲେ । ଗତକାଲି ରାତିରେ ପୂର୍ଣ୍ଣିମାଙ୍କୁ ଯଅଁରାସ୍ଥିତ ତାଙ୍କ ଅସ୍ଥାୟୀ ଘରେ ସୁଧାଂଶୁ ଦେଖା କରିବାକୁ ଆସିଥିଲେ ।